କାଳବୈଶାଖୀ ବର୍ଷାରେ ଲିଭିଗଲା ମଶାଣିରୁ ନିଆଁ : ଗନ୍ଧେଇଲା ଅଧା ଭୁବନେଶ୍ବର

ବାତ୍ୟା ହେଲେ ହସ୍ପିଟାଲରୁ ଶବ ଆସିବନି ଭୁବନେଶ୍ବର : ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ହୋଇଥିବା କା‌ଳବୈଶାଖୀ ଜନିତ ବର୍ଷା ଯୋଗୁଁ ସତ୍ୟନଗର ଶ୍ମଶାନରେ ଶବଦାହ ହୋଇପାରିନି। ପ୍ରାୟ ଦୁଇ ଘଣ୍ଟା ଧରି କୋଭିଡ୍‌ ଆକ୍ରାନ୍ତଙ୍କର ଶବଦାହ ହୋଇପାରିନଥିଲା। ଶବଦାହ ହୋଇ ନପାରିବା‌ ଯେତିକି ସମସ୍ୟା ନଥିଲା, ଜୁଇ ଅଧାରୁ ଲିଭି ଯିବା ତା’ଠାରୁ ବଡ଼ ସମସ୍ୟା ପାଲଟିଥିଲା। ଅଧା ପୋଡ଼ା ଶବ ବହୁ ସମୟ ଧରି ପଡ଼ି … Continue reading କାଳବୈଶାଖୀ ବର୍ଷାରେ ଲିଭିଗଲା ମଶାଣିରୁ ନିଆଁ : ଗନ୍ଧେଇଲା ଅଧା ଭୁବନେଶ୍ବର